entertainment

ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ମହାଶିବରାତ୍ରୀ! ଶିବଭକ୍ତମାନଙ୍କ ପାଇଁ ଏହି ଦିନଟି ଅତି ପବିତ୍ର ଏବଂ ଉତ୍ସାହପୂର୍ଣ୍ଣ। ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକ ଶ୍ରଦ୍ଧା ଏବଂ ଭକ୍ତିର ଚଳଚଞ୍ଚଳତାରେ ମୁହିଁଯାଇଛି। "ଓଁ...

ବିଲେଇ: ଅନ୍ଧବିଶ୍ୱାସ କି ବାସ୍ତବତା?

ବିଲେଇ ସମ୍ପର୍କରେ ଅନେକ ଅନ୍ଧବିଶ୍ୱାସ ଏବଂ ଗଳ୍ପ ଚଳିଆସିଛି। ବିଶେଷକରି, କଳା ବିଲେଇ-କୁ ଅନେକ ଭୂତ, ଯାଦୁ, ଅଶୁଭ ଘଟଣା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ।...

ଏତେ ଦିନ ପରେ ଜଣାପଡ଼ିଲା ସାବରମତି ଏକ୍ସପ୍ରେସ୍ ଓ ଗୋଧ୍ରା ପୋଡ଼ିର ସତ! ଦେଖନ୍ତୁ ଏହି ଫିଲ୍ମ

ନିକଟରେ ରିଲିଜ୍ ହୋଇଥିବା ସାବରମତୀ ରିପୋର୍ଟ ଏକ ନିଚ୍ଛକ ହିନ୍ଦୀ ଫିଲ୍ମ ଭାବରେ ଦର୍ଶକଙ୍କ ପାଖରେ ପହଞ୍ôଚପାରିଛି। ସମୟ ଗର୍ଭରେ ସତ କେବେ ଲୁଚେ ନାହିଁ। ଦିନେ...

ପ୍ରେମରେ କିଏ ‘ତୁ ମୋ କମଜୋରୀ’! ନୂଆ ଓଡ଼ିଆ ଫିଲ୍ମକୁ ନେଇ ବଢ଼ିଲା ସସ୍‌ପେନ୍ସ!

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ପ୍ରେମରେ ମଣିଷ କେଉଁ ସ୍ତରକୁ ଯାଇପାରେ ତାହା ଏଥିରେ ପ୍ରଦର୍ଶିତ ହୋଇଛି। ଏଭଳି ଏକ...

କଣ କରିପାରନ୍ତି “ବିଧାୟକ’, ଦେଖିଲେ ଜାଣିବେ!

ବାସୁଦେବ କ୍ରିଏସନ୍ସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଧାୟକ’। ଜଣେ ଯୁବକ ବିଧାୟକ ହେବା ପରେ ଅସାମାଜିକ ବ୍ୟକ୍ତିଙ୍କୁ କିପରି ଶାସନ କରୁଛି...

ଗୀତିକାର ପଂଚାନନ ନାୟକ ପାଇଲେ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ

ସାଧନା ଲାଇଭ()-ଓଡ଼ିଶାର ଚର୍ଚ୍ଚିତ ଗୀତିକାର ପଂଚାନନ ନାୟକ ରୋମିଓ ରାଜା ଫିଲ୍ମର ଗୀତ ପାଇଁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ-୨୦୨୦ ପାଇଲେ । ମୋନାଲିସା, ଖେଳନା, କଣ୍ଢେଇ ଭଳି...

କାର୍ତ୍ତିକକୁ କାହିଁକି କୁହାଯାଏ ଧର୍ମମାସ, ବ୍ରତ ପାଳନରେ କି ଲାଭ ହୁଏ |

ବର୍ଷକ ମଧ୍ୟରେ କାର୍ତ୍ତିକକୁ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ। କୁମାର ପୂର୍ଣ୍ଣିମା ପରଦିନ ଠାରୁ ଆରମ୍ଭ ହୁଏ ଧର୍ମ ମାସ କାର୍ତ୍ତିକ। ଏହି ମାସରେ ଲୋକମାନେ...

“ଦମନ” ପାଇଲା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ପୁରସ୍କାର | ଓଡ଼ିଆ ସିନେମାର ଧାରା ବଦଳାଇ ଦେଲା

୭୦ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣାରେ ୨୦୨୨ ମସିହାରେ ରିଲିଜ ହୋଇଥିବା "ଦମନ" ସିନେମାକୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବରେ ପୁରସ୍କାର ମିଳିଛି। ଏହି ଚଳଚିତ୍ରଟି...

ସ୍ୱପ୍ନ ରହସ୍ୟ: ଏକ ରାତିର ଭିତରେ ଲୁକାଇଥିବା ଜିବନର ଅର୍ଥ

ସ୍ୱପ୍ନ ଦେଖିବା ଏକ ସାଧାରଣ ଘଟଣା ହୋଇଥାଏ ଯାହା ସମ୍ଭାବନା ସଚେତନ ଏବଂ ଅବଚେତନ ମନ ପରିବେଶ ମଧ୍ୟରେ ଏକ ସନ୍ଧି ସୃଷ୍ଟି କରେ। ମନୋବିଜ୍ଞାନୀମାନେ ସ୍ୱପ୍ନର...

ବର୍ଷା ଦିନରେ ଶିଶୁମାନଙ୍କ ମାଲିସ୍ ପାଇଁ ହିଁ ସର୍ବୋତ୍ତମ ତେଲ କ’ଣ?

ଶିଶୁମାନଙ୍କର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର କାମ ହୋଇଥାଏ । ସାମାନ୍ୟ ଅସାବଧାନତା ହେତୁ ସେମାନଙ୍କର ଦେହ ଶୀଘ୍ର ଅସୁସ୍ଥ ହୋଇପଡିଥାଏ । ବିଶେଷକରି ଏହି ପ୍ରବଳ...