current affairs

ଉଡ଼ାଜାହାଜ ଉଦ୍ଭାବକ ରାଇଟ୍ ବ୍ରଦର୍ସ ଥରେ ମାତ୍ର ଏକାଠି ବସିଥିଲେ

ରାଇଟ୍ ବ୍ରଦର୍ସ ବା ରାଇଟ୍ ଭାତୃଦ୍ୱୟ - ଅରଭିଲ୍ ରାଇଟ୍ ଏବଂ ୱିଲବର ରାଇଟ୍ ଉଡ଼ାଜାହାଜ ଉଦ୍‌ଭାବନ କରିଥିଲେ । ଏହା ଆମେ ସମସ୍ତେ ଜାଣିଛୁ ।...

ବିଲୁଆଙ୍କ ଯୋଗାଯୋଗର ମାଧ୍ୟମ ନିଜର ଲାଞ୍ଜ

ପ୍ରାୟ ସମସ୍ତ ପ୍ରାଣୀ ନିଜ ଜାତିର ଅନ୍ୟମାନଙ୍କ ସହିତ ବିଭିନ୍ନ ଉପାୟରେ ଯୋଗାଯୋଗ ରଖିଥାନ୍ତି । ମନୁଷ୍ୟମାନେ କଥାବାର୍ତ୍ତା ମାଧ୍ୟମରେ ଅନ୍ୟ ମନୁଷ୍ୟଙ୍କ ସହ ସମ୍ପର୍କ ସ୍ଥାପନ...

ଖାଇଛନ୍ତି କି କ୍ରିମ୍ ଚିକେନ, ତା’ହେଲେ ଏଭଳି ପ୍ରସ୍ତୁତ କରି ଟେଷ୍ଟ୍ କରନ୍ତୁ

କ୍ରିମ୍ ଚିକେନକୁ ଅନେକ ପ୍ରକାରର ଫ୍ଲେଭରରେ ତିଆରି କରିପାରିବେ । ଡିନର୍ ପାର୍ଟି ପାଇଁ ଏହା ଏକ ସ୍ୱାଦିଷ୍ଟ ରେସିପି ।ଆବଶ୍ୟକ ସାମଗ୍ରୀ-ଚିକେନ-୧ କେ.ଜି,ପାଣି-୧ ମିଲିଲିଟର,ଡାଲଚିନି-ଅଧା ଇଞ୍ଚ୍‌,ଲବଙ୍ଗ-୪ଟି,ବଡ...

ପିମ୍ପୁଡ଼ିଙ୍କ ଓଜନ କେତେ ଜାଣ କି?

ବହୁ ବିଶାଳ ଆକାରର ଜୀବଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଜୀବ ପିମ୍ପୁଡ଼ିଙ୍କ ପର୍ଯ୍ୟନ୍ତ - ପୃଥିବୀ ପୃଷ୍ଠରେ ଅଛନ୍ତି ଅନେକ ପ୍ରଜାତିର ପ୍ରାଣୀ । ଅନେକ ସମୟରେ...

ଜଣେ ଦିନକୁ ଛ’ ଥର ମିଛ କହେ

ପୁରୁଷ ହୁଅନ୍ତୁ କିମ୍ବା ମହିଳା; ବିଭିନ୍ନ ସମୟରେ ନିଜକୁ ବଞ୍ଚାଇବାକୁ ଛୋଟ ବଡ଼ ମିଛ କହନ୍ତି । ଅଫିସ୍‌ର ଉପରିସ୍ଥ କର୍ମକର୍ତ୍ତାଙ୍କ କ୍ରୋଧରୁ ବର୍ତ୍ତିବା ହେଉ କିମ୍ବା...

ବେଙ୍ଗ ପାଟିରେ ପାଣି ପିଏ ନାହିଁ

ସାରା ଭୂମଣ୍ଡଳରେ ଯେତେ ଜୀବ ଅଛନ୍ତି ସମସ୍ତେ ପାଟି ବାଟେ ହିଁ ପାଣି ପିଇଥାନ୍ତି । କିନ୍ତୁ ବେଙ୍ଗ ପାଟିରେ ପାଣି ପିଏ ନାହିଁ । ବିଶେଷତଃ...

ଜିନ୍ସରେ କାହିିଁକି ଥାଏ ଛୋଟ ପକେଟ୍‌

ଆପଣମାନେ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟ୍‌ରେ ପକେଟ୍ ଥିବା ସତ୍ତ୍ୱେ ବି କାହିଁକି ଭିତରେ ଆଉ ଗୋଟେ ପକେଟ କମ୍ପାନୀ ଦେଇଥାଏ? ସମସ୍ତେ ଜିନ୍ସ ପିନ୍ଧୁଛନ୍ତି ସତ...

ମାଛଙ୍କର ସେନ୍ସ ଅର୍ଗାନ ଥାଏ

ମଣିଷ ଭଳି ସବୁ ଜୀବଜନ୍ତୁଙ୍କର ସେନ୍ସ ଅର୍ଗାନ ଥାଏ । ଭଗବାନଙ୍କ ସୃଷ୍ଟିରେ ସମସ୍ତେ ନିଜକୁ ପ୍ରତିକୂଳ ପରିସ୍ଥିତିରେ ରକ୍ଷା ପାଇବାକୁ ସାହାଯ୍ୟ କରିଥାଏ । ସେହିଭଳି...

କାର୍‌ର ଅଧିକ ସମୟ ପାର୍କିଂରେ ରହେ!!

ଯେତେ ପ୍ରକାର କାର୍ ଆମେମାନେ ଦେଖୁଛନ୍ତି, ତାହା ରାସ୍ତାରେ ଯେତେ ସମୟ ନଗଡ଼େ, ବେଶି ସମୟ ହିଁ ପାର୍କିଂରେ ଛିଡ଼ା ହୋଇଥାଏ । କାର୍‌ର ୯୫% ସମୟ...

ବିବାହରେ ଧଳା ପୋଷାକ ପିନ୍ଧିଥିବା ପ୍ରଥମ ମହିଳା

ଧଳା ରଙ୍ଗ ହେଉଛି ସରଳତା ଓ ସ୍ୱଚ୍ଛତାର ପ୍ରତୀକ । ଏହା ମଣିଷର ନିର୍ମଳ ଭାବମୂର୍ତ୍ତିକୁ ଉପସ୍ଥାପନା କରେ ବୋଲି ଅନେକଙ୍କର ବିଶ୍ୱାସ ରହିଛି । ବିଭିନ୍ନ...