Year: 2025

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ବଡ଼ ଉଦ୍ୟୋଗ ସହ କରିବେ ବୁଝାମଣାପତ୍ର ସ୍ୱାକ୍ଷର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି।...

ଶିମିଳିପାଳରେ ନିର୍ମାଣ ହେବ ୧୨ଟାୱାର

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ରେ ୧୨ଟି ମୋବାଇଲ୍‌ ଟାୱାର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ୪ଜି ସାଚୁରେସନ୍‌ ପ୍ରକଳ୍ପ ଅଧୀନରେ ବିଏସ୍‌ଏନ୍‌ଏଲ୍‌ ଦ୍ବାରା ଅଭୟାରଣ୍ୟରେ ୩୪ଟି...

ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ

ପୁରୀ, ଏପ୍ରିଲ ୦୪, ୨୦୨୫ – ଶ୍ରୀମନ୍ଦିରରେ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଗଠନ କରୁଛନ୍ତି। ଏହାର...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆପଡ଼ା ଗସ୍ତ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପ୍ରଥମ ଥର ପାଇଁ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ଅପରାହ୍ନରେ ସ୍ଵତନ୍ତ୍ର ବିମାନ ଯୋଗେ ସେ ଗୋତମା ଏୟାରଷ୍ଟ୍ରିପରେ...

୨ ଓଡ଼ିଆ ସାଂସଦଙ୍କୁ ବିଜେପିର ଜବାବ ତଲବ

ଭୁବନେଶ୍ୱର, ଏପ୍ରିଲ ୦୪, ୨୦୨୫ – ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍‌ ଆଲୋଚନା ପ୍ରସଙ୍ଗରେ ଓଡ଼ିଶାର ଦୁଇ ବିଜେପି ସାଂସଦଙ୍କୁ ଦଳ ପକ୍ଷରୁ ଜବାବ ତଲବ କରାଯାଇଛି।...

ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ପରଲୋକ

ଭାରତୀୟ ଚଳଚ୍ଚିତ୍ର ଜଗତ ଆଜି ଜଣେ ମହାନ ଅଭିନେତା ମନୋଜ କୁମାରଙ୍କୁ ହରାଇଛି। ୮୭ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି। ହିନ୍ଦୀ ସିନେମାରେ ନିଜର...

ଭୁବନେଶ୍ବରରେ ଡବଲ ଏନ୍‌କାଉଣ୍ଟର…

ବିହାରର ୨ ଛିନ୍‌ତାଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ବାଙ୍କୁଆଳ ନଈପଠାରେ ପୋଲିସର ଏନ୍‌କାଉଣ୍ଟର ଗୋଟିଏ ବନ୍ଧୁକ ଓ ୨ଟି ବାଇକ୍‌ ଜବତ କଲା ପୋଲିସ ୨ ବିହାରୀ ଅଭିଯୁକ୍ତ-...

ଠାକୁରମୁଣ୍ଡାରେ ବେଆଇନ ଚଉକାଠ ବୋଝେଇ ପିକଅପ୍ ଜବତ

କରଞ୍ଜିଆ - କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଠାରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୂତ୍ରରୁ...

ଏପ୍ରିଲ ୧ – ଓଡ଼ିଆ ଅସ୍ମିତାର ଗୌରବମୟ ଉତ୍ସବ

ଆଜି ଉତ୍କଳ ଦିବସ, ଏକ ପବିତ୍ର ଦିନ ଯେଉଁଦିନ ଓଡ଼ିଶାର ଗୌରବମୟ ଇତିହାସ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା। ୧୯୩୬ ମସିହାର ଏପ୍ରିଲ ୧ ତାରିଖ, ଯେଉଁ...

ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା

ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଆଜିଠୁ ଆଗାମୀ ୫ ଦିନ ଯାଏଁ ଗରମ ପ୍ରକୋପ କମ୍‌ ରହିବ। ତେବେ ଏପ୍ରିଲ ୮ ତାରିଖରୁ ତାପମାତ୍ରା ହୁ...