Month: March 2023

କେଶ ଆପଣଙ୍କ ଷ୍ଟାଇଲ୍ ବଢେଇ ଦେବ…କରନ୍ତୁ ଏହି ଉପଚାର

ଭୃସଙ୍ଗ ପତ୍ର ରୋଷେଇଘର ପାଇଁ ଏକ ଜରୁରୀ ସାମଗ୍ରୀ । ଆଇରନ୍ ଓ ଫଲିକ୍ ଏସିଡ୍‌ରେ ଭରପୂର ଏହି ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ...

ଯାଇଛନ୍ତି କି ଦ୍ୱାରକା? ନହେଲେ ଯାଆନ୍ତୁ ଥରେ…

ଦ୍ୱାରକା ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ଭାବରେ ଜଣାଶୁଣା । ସଂସ୍କୃତରେ ଏହି ସହରର ନାମ ‘ଦ୍ୱାରାବତୀ’ । ଭାରତର ସାତଟି ପ୍ରାଚୀନ ସହର ମଧ୍ୟରୁ ଦ୍ୱାରକା ଅନ୍ୟତମ...

ଘର କିଣୁଛନ୍ତି କି ଜାଣି ରଖନ୍ତୁ ଏହିସବୁ କଥା?

ଘର କିଣୁଛନ୍ତି କି? ଯଦି ହଁ, ତା’ହେଲେ ଘରର କେଉଁ ଦିଗରେ କ’ଣ ଅଛି, ମୁଖ୍ୟ ଦ୍ୱାର କେଉଁପଟକୁ ଖୋଲୁଛି ଇତ୍ୟାଦି ବିଷୟ ଭଲ ଭାବରେ ବୁଝନ୍ତୁ...

କୁର୍ତ୍ତି ଯଦି ପିନ୍ଧୁଛନ୍ତି, ତା’ହେଲେ ନିହାତି ଏସବୁ କଥା ଜାଣିବା ଦରକାର

ଏଇ ଗ୍ରୀଷ୍ମଋତୁରେ ହ୍ୱାଇଟ୍ ଫ୍ୟାସନେବଲ୍ କୁର୍ତ୍ତିକୁ ପିନ୍ଧନ୍ତୁ ଭିନ୍ନ ଭିନ୍ନ ଅନ୍ଦାଜ୍‌ରେ । ଷ୍ଟାଇଲିସ୍ ଦିଶିବେ ଆଉ ପଇସା ବି ବଞ୍ôଚବ । ଜାଣନ୍ତୁ ସ୍ମାର୍ଟ ତରିକା...

ଲଗାନ୍ତୁ ପିଙ୍କ୍ ଲିପ୍‌ଷ୍ଟିକ୍‌, ଦେଖାଯିବେ ପୂରା ହଟ୍‌?

ମହିଳାଙ୍କ ମେକ୍‌ଅପ୍ ସାମଗ୍ରୀଗୁଡ଼ିକ ମଧ୍ୟରୁ ଲିପ୍‌ଷ୍ଟିକ ଅନ୍ୟତମ । ପୁଣି ପ୍ରତ୍ୟେକ ମହିଳାଙ୍କର ଥାଏ କିଛି ମନପସନ୍ଦ ସେଡ୍‌ସ, ଯାହାକୁ ସେମାନେ ବାରମ୍ବାର ଲଗାଇଥାନ୍ତି । ମାତ୍ର...

ଦକ୍ଷିଣୀ ଆମଦାନୀ ହେଲେ ବଲିଉଡରେ ରାଜ୍‌, ଚିହ୍ନନ୍ତୁ କିଏ ଏହି ହିରୋଇନ୍‌?

୯ ଅଗଷ୍ଟ, ୧୯୯୧ରେ ମୁମ୍ବାଇରେ ଜନ୍ମଲାଭ କରିଥିଲେ ହଂସିକା ମୋଟୱାନୀ । ତାଙ୍କୁ ଯେତେବେଳେ ମାତ୍ର ଦଶ ବର୍ଷ, ସେ ଦେଖିବାକୁ ମିଳିଲେ ଛୋଟ ପରଦାର ଲୋକପ୍ରିୟ...