୨ ଓଡ଼ିଆ ସାଂସଦଙ୍କୁ ବିଜେପିର ଜବାବ ତଲବ

image

ଭୁବନେଶ୍ୱର, ଏପ୍ରିଲ ୦୪, ୨୦୨୫ – ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍‌ ଆଲୋଚନା ପ୍ରସଙ୍ଗରେ ଓଡ଼ିଶାର ଦୁଇ ବିଜେପି ସାଂସଦଙ୍କୁ ଦଳ ପକ୍ଷରୁ ଜବାବ ତଲବ କରାଯାଇଛି। ସୂତ୍ର ଅନୁସାରେ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ନୋଟିସ୍‌ ଜାରି ହୋଇଛି। ହ୍ବିପ୍‌ ସତ୍ତ୍ବେ ଉଭୟେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ଲୋକସଭାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ଏହାକୁ ନେଇ ବିଜେପି ଦଳ ସେମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି।

Leave a Reply

Your email address will not be published. Required fields are marked *